କଟକ: ଡାକ୍ତର ସିବିକେ ମହାନ୍ତି ହେଲେ ଡାକ୍ତରୀ ଶିକ୍ଷା ଓ ତାଲିମ ବିଭାଗର ନିର୍ଦ୍ଦେଶକ। ସେ କଟକ ବଡ଼ ମେଡିକାଲ୍‌ର ଅଧୀକ୍ଷକ ଥିଲେ। ତାଙ୍କ ସ୍ଥାନରେ ଡାକ୍ତର ସରୋଜ ସାହୁ ହେବେ ଏସ୍‌ସିବି ହସ୍ପିଟାଲ୍‌ର ନୂଆ ଅଧୀକ୍ଷକ।