ନବରଂଗପୁର: ଲାଞ୍ଚ ନେଇ ଧରାପଡିଲେ ନବରଙ୍ଗପୁର ଜିଲ୍ଲା ଝରିଗାଁ ସିଡିପିଓ ସୁଷମା ପ୍ରସାଦ। ଆଜି ସଂଧ୍ୟା ୬.୩୦ ରେ ଅଙ୍ଗନୱାଡି କେନ୍ଦ୍ରର ପିଲାଙ୍କ ପୋଷାକ କିଣାର ବିଲ୍ କରିବା ପରେ ପିସି ବାବଦ ରେ ୨୭ ହଜାର ଟଙ୍କା ନେବା ବେଳେ ଭିଜିଲାନସ୍ ଟିମ୍ ଚଢ଼ଉ କରିଛି। ଏବେ ଏକା ସାଙ୍ଗ ରେ ଝରିଗାଁ ଭଡାଘର, ଝରିଗାଁ ଆଇସିଡିଏସ କାର୍ଯ୍ୟାଳୟ ଓ ଭବାନୀପାଟନାର ଜଳସେଚନ କଲୋନିରେ ଥିବା ନିଜ ଘରେ ଭିଜିଲାନସର ୩ଟି ଟିମ୍ ଏକାକାଳିନ ଚଢ଼ାଉ ଚାଲୁ ରହିଥିବା ସୂଚନା ମିଳିଛି।
୨୭ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଝରିଗାଁ ସିଡିପିଓ
/sambad/media/post_attachments/wp-content/uploads/2021/12/daf586ff-55b4-421d-a44c-e277ff15a1bf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)