ସାଢ଼େ ୬ ଫୁଟରୁ ଅଧିକ ଲମ୍ବର ବିଷାକ୍ତ ଚନ୍ଦ୍ରଵୋଡ଼ା ସାପ ଉଦ୍ଧାର

ବାରିପଦା ସହର ମଧ୍ୟରେ ଥିବା ଏକ ଦୋକାନରୁ ଧରାହେଲା

ବାରିପଦା : ବାରିପଦା ସହର ମଧ୍ୟରେ ଥିବା ଏକ ଦୋକାନରୁ ଆଜି ସନ୍ଧ୍ୟାରେ ସାଢ଼େ ୬ ଫୁଟରୁ ଅଧିକ ଲମ୍ବା ଏକ ବିଷାକ୍ତ ଚନ୍ଦ୍ରଵୋଡ଼ା ସାପ ଧରାହୋଇଛି। ଯୁବ ସାପଧରାଳି କୃଷ୍ଣଚନ୍ଦ୍ର ଗୋଛାୟତ ଏହି ସାପଟିକୁ ଧରିଥିଲେ। ସହର ମଧ୍ୟରେ ଏକ ଦୋକାନରୁ ଏପରି ଏକ ବିଷାକ୍ତ ସାପ ଧରାହେବା ସାଧାରଣରେ ଭୟ ଖେଳିଯାଇଛି।

ସମ୍ବନ୍ଧିତ ଖବର