ସମ୍ବଲପୁର : ବିଶିଷ୍ଟ କନ୍ନଡ କବି ପଦ୍ମଶ୍ରୀ ଚନ୍ଦ୍ରଶେଖର କାମ୍ବାରା ଚଳିତ ବର୍ଷ ପାଇଁ ଗଂଗାଧର ଜାତୀୟ ସମ୍ମାନ ପାଇବେ। ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ତାଙ୍କର ୧୧ଟି କବିତା ସଂକଳନ, ୫ଟି ଉପନ୍ୟାସ, ୨୫ଟି ନାଟକ ଓ ୧୬ଟି ଗବେଷଣା ସଂଦର୍ଭ ପ୍ରକାଶିତ ହୋଇଛି। ୨୦୧୦ ବର୍ଷ ପାଇଁ ସେ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପାଇଥିଲେ। ଏହାଛଡ଼ା କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର, କବିର ସମ୍ମାନ, କାଳିଦାସ ସମ୍ମାନ ପାଇବା ସହ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଛନ୍ତି।
ଚନ୍ଦ୍ରଶେଖର କାମ୍ବାରା ପାଇବେ ଗଂଗାଧର ଜାତୀୟ ସମ୍ମାନ
/sambad/media/post_attachments/wp-content/uploads/2018/12/chandra-sekhar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)