ମହାରାଷ୍ଟ୍ର ଢାଞ୍ଚାରେ ପଶ୍ଚିମ ଓଡ଼ିଶା ନଦୀଗୁଡ଼ିକରେ ହେବ ଚେକ୍ ଡ୍ୟାମ୍: ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାରେ ଜଳସେଚନ ସମସ୍ୟା ଦୂର କରିବା ପାଇଁ ନଦୀଗୁଡ଼ିକରେ ହେବ ଚେକ୍ ନିର୍ମାଣ କରାଯିବ। ଆଜି ଏ ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଶ୍ରୀ ମଲ୍ଲିକ କହିଥିଲେ, ମହାରାଷ୍ଟ୍ର ମଡେଲ ଅନୁଯାୟୀ ପଶ୍ଚିମ ଓଡ଼ିଶାରେ ଥିବା ନଦୀଗୁଡ଼ିକରେ ଚେକ୍ ଡ୍ୟାମ୍ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ଭୂତଳ ଜଳ ସଂରକ୍ଷଣ ହେବା ସହ ପାନୀୟ ଜଳ ଯୋଗାଣ ସମସ୍ୟା ଦୂର ହେବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର