ପୁରୀ : ଆରମ୍ଭ ହେବାକୁ ଯାଉଛି ଶ୍ରୀମନ୍ଦିର ହେରିଟେଜ୍ କରିଡର କାମ। ଏଥିପାଇଁ ଆଜି ଛତିଶାନିଯୋଗ ବୈଠକରେ ଭୂମିପୂଜନ ତାରିଖ ଧାର୍ଯ୍ୟ ହୋଇଛି। ଆସନ୍ତା ୧୮ ତାରିଖରେ ଭୂମିପୂଜନ ହେବ। ଦୋଳବେଦି କୋଣ ନିକଟସ୍ଥ ଐଶାନ୍ୟ କୋଣରେ ଭୂମିପୂଜନ କାର୍ଯ୍ୟ ଅନୁଷ୍ଠିତ ହେବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଭୂମିପୂଜନ କରିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର। ଏଥିପାଇଁ ଆଜିଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/naveen-patnaik.jpg)