ଗରମ ପାଣି ପଡ଼ି ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁ ଗୁରୁତର ଘଟଣା : ସୁପରଭାଇଜର ନିଲମ୍ବିତ, ସହାୟିକା ଜେଲ ଗଲେ

ସୋନପୁର : ବୀରମହାରାଜପୁର ବ୍ଲକ ଜଟିଆପାଲି ଅଙ୍ଗନବାଡ଼ି କେନ୍ଦ୍ରରେ ଗତ ମଙ୍ଗଳବାର ଅଣ୍ଡା ଶିଝା ଗରମ ପାଣି ପଡ଼ି ସେହି ଗ୍ରାମର ପଞ୍ଚାନନ ମହାକୁରଙ୍କ ୩ ବର୍ଷିଆ ଝିଅ ପ୍ରୀତିମୟୀ ମହାକୁର ଗରୁତର ଆହତ ହୋଇଥିଲେ। ଏହି ଘଟଣାରେ ସୁପରଭାଇଜର ମମତାମୟୀ ପ୍ରଧାନ ନିଲମ୍ବନ ହୋଇଥିବା ବେଳେ ଅଙ୍ଗନବାଡ଼ି କର୍ମୀ ମମତା ମୁନାମମତା ମୁନା ଓ ସହାୟିକା ବହିଷ୍କୃତ ହୋଇଛନ୍ତି। ସହାୟିକା ବେଦମତି ମହାକୁଡ ଗିରଫ ହୋଇ ଜେଲ ଯାଇଛନ୍ତି।

ସମ୍ବନ୍ଧିତ ଖବର