ଟଙ୍କା ଫେରି ପାଇଲେ ଚିଟଫଣ୍ଡ୍ କ୍ଷୁଦ୍ର ଜମାକାରୀ

କଟକ : ଚିଟ୍‌ଫଣ୍ତ୍‌ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ କାର୍ଯ୍ୟାଳୟରେ ଆଜି ଏକ ଅର୍ଥ ଲଗାଣକାରୀ ସ˚ସ୍ଥା ପକ୍ଷରୁ କ୍ଷୁଦ୍ର ଜମାକରୀଙ୍କୁ ସେମାନଙ୍କ ଜମାଟଙ୍କା ଫେରସ୍ତ କରାଯାଇଛି। ସ୍ପାର‌୍‌ଟାନ୍‌ କଲଟିଭେଟ୍‌ ସ˚ସ୍ଥା ଆଜି ୩ ଜଣ ଜମାକରୀଙ୍କୁ ଟେଙ୍କା ଫେରସ୍ତ କରିବାକୁ ଥିବା ବେଳେ ୨ଜଣ ଜମାକରୀ ଅନୁପସ୍ଥିତ ଥଲେ। ସୂଚନା ଯୋଗ୍ୟ ଯେ ଷଷ୍ଠ ପର୍ଯ୍ୟାୟରେ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି କମିସନ୍‌ ବିଭିନ୍ନ ଅର୍ଥ ଲଗାଣକାରୀ ସ˚ସ୍ଥାକୁ ନୋଟିସ୍‌ ଜାରି କରୁଛନ୍ତି।

ସମ୍ବନ୍ଧିତ ଖବର