ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଉପରେ ଜିଏସ୍ଟି ଛାଡ଼କୁ ନେଇ ଯେଉଁ ଚିଠି ଲେଖଛନ୍ତି ତାହା କେବଳ ପଦ୍ମପୁର ଉପନିର୍ବାଚନକୁ ଆଖି ଆଗରେ ରଖି। ଉପନିର୍ବାଚନ ଆସିବାରୁ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁପତ୍ର ଶ୍ରମିକଙ୍କ କଥା ମନେପଡ଼ିଲା? ରାଜ୍ୟ ସରକାର ନିଜେ କେନ୍ଦୁପତ୍ର ଉପରେ ନେଉଥିବା ୯% ଜିଏସ୍ଟି ଟିକସ ପ୍ରଥମେ ଛାଡ଼ କରନ୍ତୁ। ମୁଖ୍ୟମନ୍ତ୍ରୀ ନିଜେ ଏବେ ଯେଉଁ ଚିଠିର ଡ୍ରାମା କରୁଛନ୍ତି ତାହା ଲୋକ ବୁଝିଗଲେଣି। ରାଜ୍ୟ ସରକାର କାହିଁକି ଆଜି ପର୍ଯ୍ୟନ୍ତ ଥରେ ହେଲେ ବି ଜିଏସ୍ଟି କାଉନସିଲ୍ରେ କେନ୍ଦୁପତ୍ର ଉପରେ ଜିଏସ୍ଟି ଛାଡ଼ ନେଇ ପ୍ରସ୍ତାବ ଦେଇ ନାହାନ୍ତି ତାହାର ଜବାବ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଚିଠି ଡ୍ରାମା ନକରି ଜିଏସ୍ଟି କାଉନସିଲ୍ରେ ଦାବି କରନ୍ତୁ: ମୋହନ ମାଝୀ
/sambad/media/post_attachments/wp-content/uploads/2020/09/mohan-majhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)