ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଧର୍ମାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୩ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି | ମନ୍ଦିର, ଗୀର୍ଜା, ମସଜିଦ ଓ ଗୁରୁଦ୍ୱାରର ଉନ୍ନତିକରଣ ପାଇଁ ଏହି ଅର୍ଥ ବ୍ୟୟ ହେବ | ପ୍ରତିଟି ଧର୍ମାନୁଷ୍ଠାନକୁ ୧ କୋଟି ଟଙ୍କା ଲେଖାଏଁ ଯୋଗାଇଦିଆଯିବ | ଏଥିରେ ନୂଆ ନିର୍ମାଣ ସାଙ୍ଗକୁ ପର୍ଯ୍ୟଟକଙ୍କ ପାଇଁ ସୁବିଧା ସୁଯୋଗର ବ୍ୟବସ୍ଥା କରାଯିବ | ଏହି ତାଲିକାରେ ୧୦ଟି ମନ୍ଦିର, ୫ଟି ଚର୍ଚ୍ଚ, ୬ଟି ମସଜିଦ ଓ ୨ଟି ଗୁରୁଦ୍ୱାରକୁ ୧ କୋଟି ଟଙ୍କା ଲେଖାଏଁ ମିଳିବ | ନଜର ପକାନ୍ତୁ ଆପଣଙ୍କ ଅଂଚଳର ଏହି ସବୁ ଧର୍ମାନୁଷ୍ଠାନକୁ ସହାୟତା ମିଳିବ |
/sambad/media/post_attachments/wp-content/uploads/2020/02/Capture-15.png)
/sambad/media/post_attachments/wp-content/uploads/2020/02/Capture-1-1-1.png)
/sambad/media/post_attachments/wp-content/uploads/2020/02/Capture-2-1.png)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/PID-363861-Gupteswar-Temple-Koraput-Odisha.-1.jpg)