କଣାସ : ଗତ ୨୧ ତାରିଖ ରାତିରେ ଶବ ଦାହ କରି ଘରକୁ ଫେରୁଥିଲା ବେଳେ ଶୁକଳ ଠାରେ ଅଟୋ ସହିତ ଟ୍ରକ୍ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ଏହି ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ରିଲିଫ ପାଣ୍ଠିରୁ ପ୍ରତି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି।
ଟ୍ରକ୍-ଅଟୋ ଦୁର୍ଘଟଣା : ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା
/sambad/media/post_attachments/wp-content/uploads/2018/01/puri-15.jpg)