ମାଲକାନଗିରି: ବଙ୍ଗୀୟ ଭାଇଭଉଣୀଙ୍କ କଥା ମୁଁ ବୁଝିବି ବୋଲି ଶୁକ୍ରବାର ଅପରାହ୍ଣରେ ଏକ ନିର୍ବାଚନ ପ୍ରଚାର ସଭାରେ ଯୋଗ ଦେଇ ନକ୍ସଲପ୍ରବଣ କାଲିମେଳାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବିରୋଧୀ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଓଡ଼ିଶାରେ ପ୍ରାକୃତିକ ଦୁର୍ବିପାକ ବେଳେ କେନ୍ଦ୍ରୀୟ ନେତାମାନଙ୍କର ଦର୍ଶନ ନ ଥାଏ କହି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମାଲୋଚନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/cm-at-Kalimela.jpg)