ଭୁବନେଶ୍ବର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପ୍ରସଙ୍ଗରେ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ଫେଡେରାଲ ଷ୍ଟ୍ରକଚରରେ ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସହ ଆଲୋଚନା କରିଛନ୍ତି ।
କେନ୍ଦ୍ର ଓ ରାଜ୍ୟ ମିଳିତ ସହଯୋଗରେ ଓଡ଼ିଶା ବିକାଶ ପାଇଁ କିଭଳି କାମ ହେବ ସେଥିପାଇଁ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଓଡ଼ିଶାର ବିକାଶ ଆମର ପ୍ରମୁଖ ଲକ୍ଷ୍ୟ।
କେନ୍ଦ୍ରର ଅନୁଦାନ କିଭଳି ଅଧିକ ଆସିବ । ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଫଳପ୍ରଦ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।।
Gokulananda Mallick
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/07/cm-holds-talks-with-union-water-resources-minister-on-mahanadi-water-dispute-fisheries-and-wildlife-minister-2025-08-07-14-01-12.jpg)