ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟ ଗଠନ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ବିଭିନ୍ନ ସଂଗଠନ ଓ ସଂଘର ସମସ୍ୟା ବୁଝିବ। କମିଟିରେ ଅର୍ଥ, ଅବକାରୀ, ବାଣିଜ୍ୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଛନ୍ତି।

ସମ୍ବନ୍ଧିତ ଖବର