ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସୁବ୍ରତ ବାଗ୍ଚୀଙ୍କୁ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ସୁବ୍ରତ ବାଗ୍ଚୀଙ୍କୁ କ୍ୟାବିନେଟ୍ ପାହ୍ୟା ଭଳି ସୁବିଧା ମିଳିବ।
ମୁଖ୍ୟମନ୍ତ୍ରୀ ନବୀନଙ୍କ ଯୁଗ୍ମ ସଚିବ ଭାବେ ଆଦିତ୍ୟ ମହାପାତ୍ରଙ୍କୁ ଦାୟିତ୍ୱ ମିଳିଛି। ସେ ବୈଦ୍ୟୁତିକ ଓ ଆଇଟି ବଭାଗ ସହ ଅତିରିକ୍ତ ଭାବେ ଦାୟିତ୍ୱ ତୁଲାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Subrato-Bagchi.jpg)