ସହିଦଙ୍କ ପାଇଁ ଆସନ୍ତାକାଲି ୨ ମିନିଟ ନିରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଅନୁରୋଧ

ଭୁବନେଶ୍ୱର: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଗୁରୁବାର ସହିଦ ହୋଇଥିବା ଯବାନଙ୍କ ଆତ୍ମାକୁ ଶାନ୍ତି ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅନୁରୋଧ କରିଛନ୍ତି। ଏହି ନିରବ ପ୍ରାଥନା ରାଜ୍ୟର ସମସ୍ତ ସ୍କୁଲରେ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ଅପିଲ କରିଛନ୍ତି।

ସମ୍ବନ୍ଧିତ ଖବର