ଭୁବନେଶ୍ୱର: ନିର୍ବାଚନରେ ବିଜୟୀ କରାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ପୁଣି ଥରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ଆପଣମାନେ ମୋତେ ପୁଣିଥରେ ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ଆସନ୍ତୁ, ଆମେ ସମସ୍ତେ ଏକାଠି ନୂଆ ଓଡ଼ିଶା ପାଇଁ କାମ କରିବା। ବନ୍ଦେ ଉତ୍କଳ ଜନନୀ। #ଧନ୍ୟବାଦଓଡ଼ିଶାpic.twitter.com/2ECiyKLloO
— Naveen Patnaik (@Naveen_Odisha) May 25, 2019
ଟୁଇଟ୍ କରି ସେ ଲେଖିଛନ୍ତି: ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ଆପଣମାନେ ମୋତେ ପୁଣି ଥରେ ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ଆସନ୍ତୁ, ଆମେ ଏକାଠି ନୂଆ ଓଡ଼ିଶା ପାଇଁ କାମ କରିବା। ବନ୍ଦେ ଉତ୍କଳ ଜନନୀ।