ଭୁବନେଶ୍ୱର: ବାଲେଶ୍ୱର ତଳସାରି ଉତ୍ସବ ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଅଣ୍ଡା ଫିଙ୍ଗିଥିବା ମହିଳାଙ୍କ ବିରୋଧରେ ଲାଗୁ ହୋଇଥିବା ସମସ୍ତ ମାମଲା ହଟାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଲିସକୁ ନିର୍ଦେଶ ଦେଇଛନ୍ତି।
ଜାନୁଆରି ୩୧ ତାରିଖ ଦିନ ରାଜେଶ୍ୱରୀ କାମିଲା ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚ ଉପରକୁ ଦୁଇଟି ଅଣ୍ଡା ପକାଇ ଥିଲେ। ଏଥିପାଇଁ ପୁଲିସ ନିଜ ତରଫରୁ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରି ତାଙ୍କ ବିରୋଧରେ ବିଭିନ୍ନ ଦଫା ଲଗାଇ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/naveen-patnaik-578x435.jpg)