ପୁରୀ ଜିଲ୍ଲାକୁ ୭ କୋଟି ୫୮ ଲକ୍ଷ ଟଙ୍କା ଘରଭଙ୍ଗା ସହାୟତା ଘୋଷଣା

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ବାତ୍ୟା ‘ଫନି’ ପରେ ପୁରୀ ଜିଲ୍ଲା ପାଇଁ ୭ କୋଟି ୫୮ ହଜାର ଟଙ୍କାର ଘରଭଙ୍ଗା ସହାୟତା ମିଳିଛି। ଏହି ରାଶିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଂଜୁର କରିଥିବା ଜଣାପଡ଼ିଛି। ଯେଉଁମାନେ ଏସଡିଆରଏଫ ସହାୟତା ପାଇବେ ନାହିଁ ସେମାନଙ୍କୁ ଅର୍ଥ ମିଳିବ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୭୪୦୦ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ। ଘର ସମ୍ପୂର୍ଣ୍ଣ ଭାଙ୍ଗିଥିଲେ ୧୦ ହଜାର ଟଙ୍କା ଲେଖାଏଁ ମିଳିବ।

ସମ୍ବନ୍ଧିତ ଖବର