କଟକ: ଓଡ଼ିଶା ନାରୀସେବା ସଂଘ ତରଫରୁ ଏହାର ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାପାତ୍ର କଟକ ଜିଲ୍ଳାପାଳଙ୍କ ଜରିଆରେ କୋଭିଡ-୧୯ ରେ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି। ବର୍ତ୍ତମାନର ପରିସ୍ଥିତି ତଥା ସଂଘର ଅଧ୍ୟକ୍ଷାଙ୍କ ବରିଷ୍ଠତାକୁ ଦୃଷ୍ଟରେ ରଖି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ନିଜେ ଯାଇ ତାଙ୍କଠାରୁ ଏହି ସହାୟତା ରାଶିର ଚେକ ଗ୍ରହଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ଦାନ କରିଲା ଓଡ଼ିଶା ନାରୀସେବା ସଂଘ
/sambad/media/post_attachments/wp-content/uploads/2020/04/ctc78.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)