ଭୁବନେଶ୍ବର: କରୋନା ମୁକାବିଲା ନେଇ ରାଜ୍ୟର ସରପଞ୍ଚମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରୁଥିବା ଜଣାଯାଇଛି।

Advertisment

publive-image

ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ନବୀନ ପଟ୍ଟନାୟକଙ୍କ ଏହି ବୈଠକ ଜାରି ରହିଛି। ଏହାକୁ ନେଇ ସବୁ ଅଞ୍ଚଳର ସରପଞ୍ଚମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି।