ବାଲେଶ୍ବର: ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ସରି ଯାଇଥିବାବେଳେ ତିନିଦିନ ହେଲା ଭୋଟ ଗଣତି ଜାରି ରହିଛି। ମୋଟ୍ ୮୫୧ରୁ ଏଯାବତ୍ ୮୪୫ ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷିତ ହୋଇଛି। ଏଥିମଧ୍ୟରୁ ବିଜେଡି ୭୫୯, ବିଜେପି ୪୨, କଂଗ୍ରେସ ୩୭, ସ୍ବାଧୀନ ୩ ଓ ଅନ୍ୟାନ୍ୟ ୪ଟି ଜୋନରେ ବିଜୟୀ ହୋଇଛି। ଆଉ ୬ଟି ଜୋନର ଫଳ ପ୍ରକାଶ ବାକି ଅଛି। ଏବେ ଆସନ୍ତୁ ଜାଣିବା ବାଲେଶ୍ବର ଜିଲ୍ଲାର ଜିଲ୍ଲା ପରିଷଦ ନିର୍ବାଚନର ସଂପୂର୍ଣ୍ଣ ଫଳାଫଳ:
ବାଲେଶ୍ବର ଜିଲ୍ଲା
ସଂପୂର୍ଣ୍ଣ ଫଳାଫଳ
ମୋଟ ଜିଲ୍ଲା ପରିଷଦ ଆସନ-୪୫
ବିଜେଡି-୩୯, କଂଗ୍ରେସ-୨, ବିଜେପି-୪
୨୮ ତାରିଖ ଜିଲ୍ଲା ପରିଷଦ ଫଳାଫଳ
ଜୋନ୍ ସଂଖ୍ୟା ୧୮
ବିଜେଡି-୧୭, ବିଜେପି-୦, କଂଗ୍ରେସ-୧
ଜିଲ୍ଲା: ବାଲେଶ୍ୱର
ନିର୍ବାଚନ ମଣ୍ଡଳୀ: ବାଲେଶ୍ୱର
ବ୍ଲକ୍: ସଦର
ଜୋନ୍: ୨୮
ବିଜେଡି/ପ୍ରାର୍ଥୀ: ସଂଜୟ ସେଠୀ-୧୪୯୭୦-ବିଜୟୀ
ବିଜେପି/ପ୍ରାର୍ଥୀ: ସନ୍ତୋଷ ସେଠୀ-୧୦୧୨୦
କଂଗ୍ରେସ/ପ୍ରାର୍ଥୀ: କରୁଣାକର ଜେନା-୧୫୦୯
ଜିଲ୍ଲା: ବାଲେଶ୍ୱର
ନିର୍ବାଚନ ମଣ୍ଡଳୀ: ବାଲେଶ୍ୱର
ବ୍ଲକ୍: ସଦର
ଜୋନ୍: ୨୯
ବିଜେଡି/ପ୍ରାର୍ଥୀ: ନାରାୟଣ ପ୍ରଧାନ-୧୫୯୨୧-ବିଜୟୀ
ବିଜେପି/ପ୍ରାର୍ଥୀ: ବିଜୟ କୁମାର ନାୟକ-୧୩୮୨୧
କଂଗ୍ରେସ/ପ୍ରାର୍ଥୀ: ଗୟାପ୍ରସାଦ ଦାସ-୧୨୭୬
ଜିଲ୍ଲା: ବାଲେଶ୍ୱର
ନିର୍ବାଚନ ମଣ୍ଡଳୀ: ରେମୁଣା
ବ୍ଲକ୍: ରେମୁଣା
ଜୋନ୍: ୩୮
ବିଜେଡି/ପ୍ରାର୍ଥୀ: ବନ୍ଦିତା ନାୟକ-୧୨୧୬୯-ବିଜୟୀ
ବିଜେପି/ପ୍ରାର୍ଥୀ: ଅଶୋକା ବାରିକ-୧୦୧୨୦
କଂଗ୍ରେସ/ପ୍ରାର୍ଥୀ: ସତ୍ୟବତୀ ଦାସ-୧୫୦୯
ବିଜେଡି ଆଗୁଆ
ଜିଲ୍ଲା: ବାଲେଶ୍ୱର
ନିର୍ବାଚନ ମଣ୍ଡଳୀ: ରେମୁଣା
ବ୍ଲକ୍: ରେମୁଣା
ଜୋନ୍: ୩୯
ବିଜେଡି: କବିତା ପାଣି/ପ୍ରାର୍ଥୀ: ୨୧୫୬୯-ବିଜୟୀ
ବିଜେପି/ପ୍ରାର୍ଥୀ: ଶୋଭନା ମହାନ୍ତିି-୧୭୭୮୨
କଂଗ୍ରେସ/ପ୍ରାର୍ଥୀ: ଶକୁନ୍ତଳା ଦାସ-୧୪୬୧
ଜିଲ୍ଲା: ବାଲେଶ୍ୱର
ନିର୍ବାଚନ ମଣ୍ଡଳୀ: ସୋର
ବ୍ଲକ୍: ସୋର
ଜୋନ୍: ୪୫
ବିଜେଡି: ଜୟରାମ ଦାସ-୧୩୦୪୭-ବିଜୟୀ
ବିଜେପି/ପ୍ରାର୍ଥୀ: ନୀରଦ ପ୍ରଭା ପଣ୍ଡା-୮୫୭୫
କଂଗ୍ରେସ/ପ୍ରାର୍ଥୀ: ବସନ୍ତ ପୋଇ-୪୧୭୩ ଜିଲ୍ଲା: ବାଲେଶ୍ବର
ଜିଲ୍ଲା: ବାଲେଶ୍ବର
ବ୍ଲକ୍: ବସ୍ତା....
ନିର୍ବାଚନ ମଣ୍ଡଳୀ: ବସ୍ତା
ଜିଲ୍ଲା ପରିଷଦ ଜୋନ୍: ୧୬
ବିଜେଡି/ପ୍ରାର୍ଥୀ: ଅନୱାରା ବିବି-୧୭୫୯୧-ବିଜୟୀ
ବିଜେପି/ପ୍ରାର୍ଥୀ: ଜୟନ୍ତୀ ସାହୁ-୧୩୮୨୧
କଂଗ୍ରେସ/ପ୍ରାର୍ଥୀ: ଅଞ୍ଜଳି ପ୍ରଧାନ-୧୨୭୬
ବ୍ଲକ୍: ବସ୍ତା
ନିର୍ବାଚନ ମଣ୍ଡଳୀ: ବସ୍ତା
ଜିଲ୍ଲା ପରିଷଦ ଜୋନ୍: ୧୭
ବିଜେଡି/ପ୍ରାର୍ଥୀ: ସୁଜାତା ଦଣ୍ଡପାଟ-୧୩୫୮୦-ବିଜୟୀ
ବିଜେପି/ପ୍ରାର୍ଥୀ: ଗୀତାରାଣୀ ଦାସ-୫୮୭୬
କଂଗ୍ରେସ/ପ୍ରାର୍ଥୀ: ଗୀତାରାଣୀ ଜେନା-୪୮୩୫
ଜିଲ୍ଲା: ବାଲେଶ୍ବର
ବ୍ଲକ୍: ବାଲିଆପାଳ
ନିର୍ବାଚନ ମଣ୍ଡଳୀ: ବସ୍ତା
ଜିଲ୍ଲା ପରିଷଦ ଜୋନ୍: ୨୩
ବିଜେଡି/ପ୍ରାର୍ଥୀ: ବେଣୁଧର ଜେନା-୧୪୦୪୧-ବିଜୟୀ
ବିଜେପି/ପ୍ରାର୍ଥୀ: ସତ୍ୟରଂଜନ ନାୟକ-୧୩୪୦୪
କଂଗ୍ରେସ୍/ପ୍ରାର୍ଥୀ: ସୁଶାନ୍ତ ପାତ୍ର-୩୬୩୨
ଜିଲ୍ଲା: ବାଲେଶ୍ବର
ବ୍ଲକ୍: ବାଲିଆପାଳ
ନିର୍ବାଚନ ମଣ୍ଡଳୀ: ବସ୍ତା
ଜିଲ୍ଲା ପରିଷଦ ଜୋନ୍: ୨୪
ବିଜେଡି/ପ୍ରାର୍ଥୀ: ମନ୍ମଥ ଗିରି-୧୨୭୯୨
ବିଜେପି/ପ୍ରାର୍ଥୀ: ଦେବାନନ୍ଦ ପିଳା-୨୭୫୦
*କଂଗ୍ରେସ/ପ୍ରାର୍ଥୀ: ବାବାଜୀ ଦେହୁରୀ-୧୩୨୯୫-ବିଜୟୀ *
ଜିଲ୍ଲା: ବାଲେଶ୍ବର
ବ୍ଲକ୍: ଖଇରା
ନିର୍ବାଚନ ମଣ୍ଡଳୀ: ସିମୁଳିଆ
ଜିଲ୍ଲା ପରିଷଦ ଜୋନ୍: ୫
ବିଜେଡି/ପ୍ରାର୍ଥୀ: ମାନସ କୁମାର ଦାସ-୧୩୭୯୭-ବିଜୟୀ
ବିଜେପି/ପ୍ରାର୍ଥୀ: ରାଜେଶ କୁମାର ମହାକୁଡ଼-୧୩୩୧୦
କଂଗ୍ରେସ୍/ପ୍ରାର୍ଥୀ: ବସନ୍ତ କୁମାର ଦତ୍ତ-୪୫୩
ସ୍ବାଧୀନ/ପ୍ରାର୍ଥୀ: ସୁବାଶିଷ ପାଣି ୬୬
ଜିଲ୍ଲା: ବାଲେଶ୍ବର
ବ୍ଲକ୍: ଖଇରା
ନିର୍ବାଚନ ମଣ୍ଡଳୀ: ସିମୁଳିଆ
ଜିଲ୍ଲା ପରିଷଦ ଜୋନ୍: ୬
ବିଜେଡି/ପ୍ରାର୍ଥୀ: ସୁଷମା ମହାପାତ୍ର-୧୩୧୮୪-ବିଜୟୀ
ବିଜେପି/ପ୍ରାର୍ଥୀ:ମୀନାକ୍ଷୀ ମହାପାତ୍ର-୧୧୬୧୨
କଂଗ୍ରେସ୍/ପ୍ରାର୍ଥୀ: ବୀଣାପାଣି ଶୁକ୍ଳା-୧୭୭୬
ଜିଲ୍ଲା: ବାଲେଶ୍ବର
ବ୍ଲକ୍: ବାହାନଗା
ନିର୍ବାଚନ ମଣ୍ଡଳୀ: ସୋର
ଜିଲ୍ଲା ପରିଷଦ ଜୋନ୍: ୨୦
ବିଜେଡି/ପ୍ରାର୍ଥୀ: ଶିଶିର କୁମାର ଅଗସ୍ତି-୧୧୫୫୪-ବିଜୟୀ
ବିଜେପି/ପ୍ରାର୍ଥୀ: ଅମର କୁମାର ନାୟକ ୮୫୧୭
କଂଗ୍ରେସ/ପ୍ରାର୍ଥୀ: ସାଧୁଚରଣ ପରିଡ଼ା ୩୧୭୯
ଜିଲ୍ଲା: ବାଲେଶ୍ବର
ବ୍ଲକ୍: ଜଳେଶ୍ବର
ନିର୍ବାଚନ ମଣ୍ଡଳୀ: ଜଳେଶ୍ବର
ଜିଲ୍ଲା ପରିଷଦ ଜୋନ୍: ୯
ବିଜେଡି/ପ୍ରାର୍ଥୀ: ଅନସୂୟା ପ୍ରଧାନ-୧୯୪୭୩-ବିଜୟୀ
ବିଜେପି/ପ୍ରାର୍ଥୀ: ମାଧବିକା ଜେନା-୮୬୭୭
କଂଗ୍ରେସ/ପ୍ରାର୍ଥୀ: ଅଞ୍ଜଳି ବେହେରା-୪୩୧୬
ଜିଲ୍ଲା: ବାଲେଶ୍ବର
ବ୍ଲକ୍: ଜଳେଶ୍ବର
ନିର୍ବାଚନ ମଣ୍ଡଳୀ: ଜଳେଶ୍ବର
ଜିଲ୍ଲା ପରିଷଦ ଜୋନ୍: ୧୦
ବିଜେଡି/ପ୍ରାର୍ଥୀ: ମିନତୀ ରାଣୀ ଜେନା-୧୭୩୯୮-ବିଜୟୀ
ବିଜେପି/ପ୍ରାର୍ଥୀ: କନକଲତା ଜେନା-୬୫୭୦
କଂଗ୍ରେସ୍/ପ୍ରାର୍ଥୀ: ଆଶାଲତା ଜେନା-୪୬୮୪
ସ୍ବାଧୀନ/ପ୍ରାର୍ଥୀ: ୧୧୫
(ବିଜେଡି ଆଗୁଆ)
ଜିଲ୍ଲା: ବାଲେଶ୍ବର
ବ୍ଲକ୍: ଭୋଗରାଇ
ନିର୍ବାଚନ ମଣ୍ଡଳୀ: ଭୋଗରାଇ
ଜିଲ୍ଲା ପରିଷଦ ଜୋନ୍: ୩୪
ବିଜେଡି/ପ୍ରାର୍ଥୀ: ନିବେଦିତା ମହାନ୍ତି-୧୯୨୭୬-ବିଜୟୀ
ବିଜେପି/ପ୍ରାର୍ଥୀ: ଶାନ୍ତିଲତା ଗିରି-୩୭୯୪
କଂଗ୍ରେସ/ପ୍ରାର୍ଥୀ: ଗୌରୀରାଣୀ ଦାସ-୧୦୫୪୯
ଜିଲ୍ଲା: ବାଲେଶ୍ବର
ବ୍ଲକ୍: ଭୋଗରାଇ
ନିର୍ବାଚନ ମଣ୍ଡଳୀ: ଭୋଗରାଇ
ଜିଲ୍ଲା ପରିଷଦ ଜୋନ୍: ୩୫
ବିଜେଡି/ପ୍ରାର୍ଥୀ: ପ୍ରତିମା ଚାନ୍ଦ-୧୪୦୮୯-ବିଜୟୀ
ବିଜେପି/ପ୍ରାର୍ଥୀ: ପ୍ରଜ୍ଞାପରମିତା ଜେନା-୧୧୮୮୨
କଂଗ୍ରେସ/ପ୍ରାର୍ଥୀ: ସସ୍ମିତା ମଙ୍ଗ-୨୮୫୧
ଜିଲ୍ଲା: ବାଲେଶ୍ବର
ବ୍ଲକ୍: ସିମୁଳିଆ
ନିର୍ବାଚନ ମଣ୍ଡଳୀ: ସିମୁଳିଆ
ଜିଲ୍ଲା ପରିଷଦ ଜୋନ୍: ୪୨
ବିଜେଡି/ପ୍ରାର୍ଥୀ: ଉମାକାନ୍ତ ମହାରଣା-୧୦୮୫୩-ବିଜୟୀ
ବିଜେପି/ପ୍ରାର୍ଥୀ: ଭକ୍ତରଂଜନ ମିଶ୍ର-୯୭୨୮
କଂଗ୍ରେସ/ପ୍ରାର୍ଥୀ: ଅଜୟ ମଲ୍ଲିକ-୨୯୮
ଜିଲ୍ଲା: ବାଲେଶ୍ବର
ବ୍ଲକ୍: ନୀଳଗିରି
ନିର୍ବାଚନ ମଣ୍ଡଳୀ: ନୀଳଗିରି
ଜିଲ୍ଲା ପରିଷଦ ଜୋନ୍: ୧୩
ବିଜେଡି/ପ୍ରାର୍ଥୀ: ଗତିକୃଷ୍ଣ ନନ୍ଦ-୧୨୩୯୩-ବିଜୟୀ
ବିଜେପି/ପ୍ରାର୍ଥୀ: ତାପସ ମହାନ୍ତି-୧୧୩୯୩
କଂଗ୍ରେସ/ପ୍ରାର୍ଥୀ: ବିଶ୍ବଜିତ ପଣ୍ଡା-୩୯୯