ଭୁବନେଶ୍ବର : ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗକୁ ଅଧିକ କ୍ରିୟାଶୀଳ ଓ ସଂଗଠିତ କରିବା ପାଇଁ ଆଇନ୍ ବିଭାଗର ସାଧାରଣ ସଂପାଦକ ଭାବେ ଆଇନଜୀବୀ ରାଜୀବ ମହାପାତ୍ର (ଯାଜପୁର) ଓ ବିରଞ୍ଚି କୁମାର ସାହୁ(କଟକ)ଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ନିଯୁକ୍ତିକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି ବୋଲି ଆଇନ ବିଭାଗ ଅଧ୍ୟକ୍ଷ ରତିକାନ୍ତ ମହାପାତ୍ର ଜଣାଇଛନ୍ତି।
କଂଗ୍ରେସ ଆଇନ୍ ବିଭାଗର ନୂଆ କର୍ମକର୍ତାଙ୍କୁ ନିଯୁକ୍ତି
/sambad/media/post_attachments/wp-content/uploads/2019/04/cong-4.jpg)