ଭୁବନେଶ୍ୱର: ଚଳିତ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ସମସ୍ତ ଦଳକୁ ପଛରେ ପକାଇ କଂଗ୍ରେସ ଆଜି ମେୟର ପ୍ରାର୍ଥୀନୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମ ଘୋଷଣା କରିଛି । ସେହିପରି ଆଜି ଅପରାହ୍ନରେ ପ୍ରଥମ ପର୍ଯ୍ୟାୟରେ ୩୦ ଜଣିଆ କର୍ପୋରେଟର ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ତେବେ କେଉଁ ୱାର୍ଡରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିଛି ନିମ୍ନରେ ଉଲ୍ଲେଖ କରାଯାଇଛି। କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ବିଜେଡି ଓ ବିଜେପିର ତାଲିକା ଖୁବ ଶୀଘ୍ର ହେବ ବୋଲି ଆଶା କରାଯାଉଛି।
ପ୍ରାର୍ଥୀଙ୍କ ନାମ ୱାର୍ଡ ନଂ
୧. କାଜଲ ମଣ୍ଡଳ ୧
୨. ସୁକାନ୍ତି ଜେନା ୩
୩. ପ୍ରଦୀପ କୁମାର ପଟ୍ଟନାୟକ ୪
୪. ସୁଜିତ କୁମାର ସାହୁ ୬
୫. ମନୋଜ କୁମାର ମହାପାତ୍ର ୭
୬. ଶ୍ରୀଧର ବଳିଆର ସିଂ ୧୦
୭. ଶୈଳବାଳା ମହାପାତ୍ର ୧୩
୮. ସୁପ୍ରିୟା ମହାପାତ୍ର ୧୪
୯. ଲିପ୍ସା ମହାନ୍ତି ୧୫
୧୦. ନଗମା ଖାତୁନ ୧୬
୧୧. ନିବାସ କୁମାର ଭୋଇ ୧୮
୧୨. ମଂଟୁ ମଲ୍ଲିକ ୨୪
୧୩. ପବିତ୍ର ଦାସ ୨୫
୧୪. ପଦ୍ମିନୀ ମାରାଣ୍ଡି ୨୬
୧୫. ଅନିଲ କୁମାର ଦାସ ୨୭
୧୬. ଅଞ୍ଜଳି ସାହୁ ୨୮
୧୭. ସ୍ମୃତି ରଞ୍ଜନ ତ୍ରିପାଠୀ ୩୦
୧୮. ମମତା ମଲ୍ଲିକ ୩୫
୧୯. ଲିଜା ମହାନ୍ତି ୩୯
୨୦. ପ୍ରତିମା ମହାନ୍ତି ୪୧
୨୧. ପ୍ରଭାତ କୁମାର ପ୍ରତାପ ସିଂ ୪୪
୨୨. ବିଭୁ ପ୍ରସାଦ ଜେନା ୫୦
୨୩. ନିବାସୀ ଦେଇ ୫୩
୨୪. ପୁଷ୍ପିତା ଦାସ ୫୪
୨୫. ସଂଜୟ କୁମାର ପରିଡ଼ା ୫୬
୨୬. ମିହିର ରଞ୍ଜନ ଆଚାର୍ଯ୍ୟ ୫୭
୨୭. ଦେବୀ ପ୍ରସାଦ ସ୍ୱାଇଁ ୫୯
୨୮. ନାରାୟଣ ଜେନା ୬୧
୨୯. ନିତିଶା ମହାନ୍ତି ୬୩
୩୦. ଶିବାନୀ ଶିବଦର୍ଶିନୀ ମହାନ୍ତି ୬୭