କୋରାପୁଟରେ ୨ୟ ଦିନ ଗଣତିରେ କଂଗ୍ରେସ ୬, ବିଜେଡି ୪ଟିରେ ଆଗୁଆ

କୋରାପୁଟ: କୋରାପୁଟ ଜିଲ୍ଲାର ବିଭିନ୍ନ ଜୋନ୍‌ରେ ଦ୍ବିିତୀୟ ଦିନରେ ରବିବାର ଭୋଟ ଗଣତି ଜାରି ରହିିଛି। ଜିଲ୍ଲାର ସେମିଳିଗୁଡ଼ା, ବେପାରିଗୁଡ଼ା, କୋରାପୁଟ, ଜୟପୁର, ବନ୍ଧୁଗାଁ, ଦଶମନ୍ତପୁର, ଲମଟାପୁଟ, ନନ୍ଦପୁର ଓ ପଟ୍ଟାଙ୍ଗିରେ ଜିଲ୍ଲା ପରିଷଦ ପାଇଁ ଜୋନ୍‌-୨ ପାଇଁ‌ ଭୋଟ ଗଣତିି ଚାଲିଛି।

ବ୍ଲକ – ସେମିଳିଗୁଡା ଜୋନ୍-୨ 
ବିଜେଡି: ୨୫୯୦
ବିଜେପି: ୧୬୬୦
କଂଗ୍ରେସ: ୨୯୦୭
କଂଗ୍ରେସ ପ୍ରାର୍ଥୀ ୩୧୭ ଭୋଟରେ ଆଗୁଆ

ବ୍ଲକ – ବୈପାରିଗୁଡା ଜୋନ୍-୨ 
ବିଜେଡି: ୨୯୭୩
ବିଜେପି: ୯୮୩
କଂଗ୍ରେସ : ୩୪୨୬
କଂଗ୍ରେସ ୪୫୩ ଭୋଟରେ ଆଗୁଆ

ବ୍ଲକ- ଦଶମନ୍ତପୁର ଜୋନ୍-୨
ବିଜେଡି: ସନ୍ଧ୍ୟା ରାଣୀ ହନ୍ତାଳ-୧୬୩୪
ବିଜେପି: ଭୁବନ ଜାନି-୧୩୯୦
କଂଗ୍ରେସ: ଧନପତି ସାଉନ୍ତା -୧୯୬୭
କଂଗ୍ରେସ ପ୍ରାର୍ଥୀ ୩୩୩ ଭୋଟରେ ଆଗୁଆ

ବ୍ଲକ- ପଟ୍ଟାଙ୍ଗି ଜୋନ୍-୨
ବିଜେଡି-୭୧୪(ଲଇଛନ ଖରା)
ବିଜେପି-୨୪୧(ସୁବାଷ ମାରି)
କଂଗ୍ରେସ-୮୦୯(ତ୍ରିନାଥ ପାଙ୍ଗି)
କଂଗ୍ରେସ ପ୍ରାର୍ଥୀ ମହୋନ ଜାନି ୯୫ ଭୋଟରେ ଆଗୁଆ

ବ୍ଲକ- ଲମତାପୁଟ ଜୋନ୍-୨
ବିଜେଡି: ତୁଳସୀ କୀର୍ସାନି-୨୪୭୧
ବିଜେପି: ଲକ୍ଷ୍ମୀ ଗୋଲୋରି-୮୮୫
କଂଗ୍ରେସ: ଗୀତାରାଣୀ ମହଲା -୩୨୨୨
କଂଗ୍ରେସ ୭୪୧ ଭୋଟରେ ଆଗୁଆ

ବ୍ଲକ- କୋରାପୁଟ ଜୋନ୍-୨
ବିଜେଡି: ସୁଧାକର ବେନ୍ୟା-୧୮୬୦
ବିଜେପି: ସୁରେନ୍ଦ୍ର ପାଟନିଆ-୯୯୮
କଂଗ୍ରେସ: ମିହିର କୁଲଦୀପ-୩୧୭୮
ସ୍ଵାଧୀନ: ସସ୍ମିତା ଖରା-୮୮୯
କଂଗ୍ରେସ ପ୍ରାର୍ଥୀ ମିହିର କୁଲଦୀପ ୧୩୧୮ ଭୋଟରେ ଆଗୁଆ

ବ୍ଲକ- ବନ୍ଧୁଗାଁ ଜୋନ୍-୨
ବିଜେଡି: ମାଜି ହିମିରିକା-୩୨୮୬
ବିଜେପି: ମାଳତି ମାଣ୍ଡଙ୍ଗି-୪୯୯
କଂଗ୍ରେସ: କାଡ୍ରାକା ଗୁମ୍ଫା-୨୭୬୦
ବିଜେଡ଼ି ପ୍ରାର୍ଥୀ ମାଜି ହିମିରିକା ୫୨୬ ଭୋଟରେ ଆଗୁଆ

ବ୍ଲକ–ଜୟପୁର ଜୋନ୍-୨ 
ବିଜେଡି:-ଆସ୍ଥା ନାୟକ-୬୬୧
ବିଜେପି:-ଦୁତୀକା ପାଟ୍ଟନିଆ- ୧୫୨
କଂଗ୍ରେସ:-ଜୟନ୍ତୀ ପନକା- ୫୩୨
ଵିଜେଡ଼ି ୧୨୯ ଭୋଟରେ ଆଗୁଆ

ବ୍ଲକ- ନନ୍ଦପୁର  ଜୋନ ୨
ବିଜେଡ଼ି: ନମନ୍ତି ଖିଲ- ୩୭୯୭
କଂଗ୍ରେସ: ମିତୁଳା ବାରଗାମ-୨୩୨୯
ବିଜେପି: ତୁଳା ଲୁଲୁର-୭୩୩
ବିଜେଡି ୧୪୬୮ ଭୋଟରେ ବିଜେଡି ଆଗୁଆ

କୋଟପାଡ ଜୋନ ୨
ବିଜେଡି  -୩୮୮୬
କଂଗ୍ରେସ – ୨୪୨୭
ବିଜେପି – ୧୦୧୩
ବିଜେଡି ୧୪୫୯ ଭୋଟରେ ଆଗୁଆ

 

ସମ୍ବନ୍ଧିତ ଖବର