କଂଗ୍ରେସ ସଂଖ୍ୟାଲଘୁ କାର୍ଯ୍ୟନିର୍ବାହୀ କମିଟି

ଭୁବନେଶ୍ବର : ଏଆଇସିସି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସର ସଂଖ୍ୟାଲଘୁ ସେଲ୍‌ର କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଛି। ଏହାସହ ଜିଲ୍ଲା ସଂଖ୍ୟାଲଘୁ ଅଧ୍ୟକ୍ଷଙ୍କ ନାମ ଘୋଷଣା ହୋଇଛି।

ରାଜ୍ୟ ସାଧାରଣ ସଂପାଦକ ଭାବେ ଇକବାଲ ଅହମ୍ମଦ ମଲ୍ଲିକ, ଏସ୍‌କେ ଅବୁଶମା, ଏସ୍‌କେ ଇମତିଆଜ୍ ହୁସୈନ, ମୌଲାନା ଅସଦ ଆଲମ, ସୟଦ ନୌସିର ଅଲ୍ଲୀ, ମୋହିଉଦ୍ଦିନ ଅହମ୍‌ଦ, ଏମ୍‌ଡି ଇମାନୁଦ୍ଦିନ, ମଜହାର ହୁସୈନ ଖାନ୍, ଏସ୍‌କେ ସରିଫ ଏମ୍‌ଡି, ବି. ମହମ୍ମଦ, କମଳେଶ ସାଗର ମନୋନୀତ ହୋଇଛନ୍ତି। ସେହିପରି ସଂପାଦକ ଭାବେ ସଲମା ବେଗମ, ଅବଦୁଲ ରିଆଜ୍ ଖାନ, ମଲ୍ଲିକ ଏନାମୁଲ, ଇକବାଲ ସବିୟା, ରମେଶ ପାତ୍ର, ସମିମ ଆରା, ମୌଲାନା ଅଝରୁନ ନବି, ଅଫତାବ ଆଲମ ଖାନ, ଏସ୍‌କେ ଲିଆକତ, ସସ୍ମିତା ରାଉତ, ଏସ୍‌କେ ଏମ୍‌ଡି ନୱେଦ ସିଦ୍ଦିକି, ଏସ୍‌ ଅରମାନ, ତାରିକ ଅନୱର କମିଟିରେ ସ୍ଥାନ ପାଇଛନ୍ତି। ରାଜ୍ୟ ଉପଦେଷ୍ଟା ଭାବେ ଆରକେ ନାୟକ, ସନ୍ତୋଷ ସିଂ ସାଲୁଜା, ରାଜନ ଏକ୍କା, ଆକବର ଅଲ୍ଲୀ, ହମିଦ୍ ହୁସେନ, ସମସିଦା ତୟବ, ଅସଫ ଅଲ୍ଲୀ ଖାନ୍, ନଜିବୁଲ ରହମାନ ଖାନ, କ୍ଲିମେଣ୍ଟ ଜାଲଜୋ, ଅବଦୁଲ ଏମ୍‌ ଖାନ, ହୁସୈନ ଖାନ ଓ ଏ.କେ ସିଂହ ପ୍ରମୁଖ ରହିଛନ୍ତି।

ଜିଲ୍ଲା ଅଧ୍ୟକ୍ଷ
ଜିଲ୍ଲା    ନାମ
ଅନୁଗୁଳ ଅବଦୁଲ କରିମ
ବାଲେଶ୍ବର ଏସ୍‌କେ ଅସଗର ଅଲ୍ଲୀ
ବରଗଡ଼ ଏମ୍‌ଡି ଜିଆ ଉଲ୍ ହକ୍
ଭଦ୍ରକ ଅସରଫ ଅଲ୍ଲୀ ଖାନ୍
ଭୁବନେଶ୍ବର ଏସ୍‌କେ ତକିମ ଅହମ୍ମଦ
ବଲାଙ୍ଗୀର ପ୍ରମୋଦ ବାରିକ
ବୌଦ୍ଧ ଏସ୍‌କେ ଆମିର
କଟକ ଏ.ଖାନ୍
ଢେଙ୍କାନାଳ ଏସ୍‌କେ ଜବିର ବକ୍ସ
ଗଞ୍ଜାମ ଇଲିଆସ୍ ଅହମ୍ମଦ ଖାନ
ଜଗତସିଂହପୁର ସେଖ ଅମିନୁସ
ଯାଜପୁର ସୁଲତାନ ସୈଫୁଲ୍ଲା ଖାନ୍
ଝାରସୁଗୁଡ଼ା ରିଆଜ୍ ହୁସୈନ୍
କଳାହାଣ୍ଡି ବକ୍ତିଆନ୍ ଅଲ୍ଲୀ ଖାନ୍
କନ୍ଧମାଳ ସାନ୍ତନୁ ନାୟକ
କେନ୍ଦ୍ରାପଡ଼ା ଏସ୍‌କେ ଅରମାନ
ଖୋର୍ଧା ଏମ୍‌ଡି ଅବ୍ରାର
କୋରାପୁଟ ସୟଦ ହାସନ ମଦାନୀ
ମୟୂରଭଞ୍ଜ ଏସ୍‌କେ ଅବଦୁଳ ରଖିମ
ନବରଙ୍ଗପୁର ଉମାନ ଲାଠିଆ
ନୟାଗଡ଼ ଅମଜାବ ଖାନ
ନୂଆପଡ଼ା ସତପାଲ ସିଂ ଛାବଡ଼ା
ରାୟଗଡ଼ା ଚନ୍ଦ୍ରଶେଖର କୌଶଲିଆ
ରାଉରକେଲା ଇଜାଜ୍ ଅଖତାର
ସମ୍ବଲପୁର ଏମ୍‌ସି ମୁଖତାର
ସୋନପୁର ଏମ୍‌ ଇମ୍ରାନ୍
ସୁନ୍ଦରଗଡ଼ ଫାରୁକ୍ ଅଖତାର
କଟକ ସଦର ଏସ୍‌କେ ଜାଫର

ସମ୍ବନ୍ଧିତ ଖବର