କ˚ଗ୍ରେସ ସେବାଦଳର ମହମବତୀ ଶୋଭାଯାତ୍ରା

ଭୁବନେଶ୍ବର :ପୁଲ୍‌ୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ଯବାନମାନଙ୍କ ପ୍ରତି ପ୍ରଦେଶ କ˚ଗ୍ରେସ ସେବାଦଳ ପକ୍ଷରୁ ଶତାଧିକ ସେବା ଦଳ କର୍ମୀ ମହମବତୀ ଶୋଭାଯାତ୍ରା କରିବା ସହିତ ସହିଦ୍‌ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିରେ ସେବାଦଳ ମୁଖ୍ୟ ସ˚ଗଠକ ବୀରେନ ମୋହନ ପଟ୍ଟନାୟକ, କୋଷାଧକ୍ଷ, ନରେଶ ପାତ୍ର, ମୁଖ୍ୟ ସ˚ଗଠକ ରାଜକିଶୋର ଦାସ, ସେବାଦଳ ପ୍ରଭାରୀ ଚନ୍ଦ୍ରପ୍ରକାଶ ବାଜପେୟୀ, ପୂର୍ଣ୍ଣ ଘୋଷ, ଜ୍ୟୋତିଷ କୁମାର ସାହୁ, କୁଳମଣି ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର