ଭୁବନେଶ୍ୱର: ବିରୋଧୀଦଳନେତାରାହୁଲଗାନ୍ଧୀ ଜୁଲାଇ ଦ୍ବିତୀୟ ସପ୍ତାହରଓଡ଼ିଶାଆସିବେ।ରାହୁଲଙ୍କସହକଂଗ୍ରେସଦଳଅଧ୍ୟକ୍ଷମଲ୍ଲିକାର୍ଜୁନଖଡ୍ଗେ ମଧ୍ୟଓଡ଼ିଶାଗସ୍ତକରିବେ।
ଭୁବନେଶ୍ୱରରେକଂଗ୍ରେସପକ୍ଷରୁବଡ଼ସମାବେଶହେବାକୁଯାଉଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ପ୍ରଦାନ କରିଛନ୍ତି। ଏହି ସମାବେଶରେରାହୁଲଗାନ୍ଧୀଓଦଳୀୟଅଧ୍ୟକ୍ଷ ସାମିଲହେବେ।
ରାଜ୍ୟରେଆଇନଶୃଙ୍ଖଳାପରିସ୍ଥିତିଓବର୍ଷକରବିଜେପି ସରକାରଙ୍କରବିଫଳତାକୁନେଇକଂଗ୍ରେସ ଏହିସମାବେଶକରିବ।ଜୁଲାଇ୯ରେରାହୁଲଗାନ୍ଧୀଓଡ଼ିଶାରେଆସିପହଞ୍ଚିବେ।
ବହୁତଦିନଧରିରାହୁଲଗାନ୍ଧୀଓଡ଼ିଶାଆସିନାହାନ୍ତି।ଦୀର୍ଘଦିନପରେରାହୁଲଓଡ଼ିଶାଆସୁଛନ୍ତି ବୋଲିପିସିସିସଭାପତିଭକ୍ତଚରଣ ଦାସ କହିଛନ୍ତି।
Rahul Gandhi | Odisha
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/06/19/congresss-big-rally-rahul-to-visit-odisha-on-july-9-2025-06-19-14-28-31.jpeg)