କଟକ: କରୋନା ଭାଇରସ ମହାମାରୀ ଯୋଗୁଁ ନରସିଂହପୁର ବ୍ଲକ କାକୁଡ଼ିଆ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ। ଏହା ଆଜି ସନ୍ଧ୍ୟା ୬ଟାଠାରୁ ଆସନ୍ତା ୩୦ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଡ଼ିଓ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ଏହି ସମୟ ମଧ୍ୟରେ ସମସ୍ତ ସରକାରୀ ଅଫିସ ବନ୍ଦ ରହିବା ସହ ବାହାରକୁ ଯିବା ଆସିବା କରିବା ପାଇଁ ଗ୍ରାମବାସୀଙ୍କୁ ବାରଣ କରାଯାଇଛି।
ନରସିଂହପୁର ବ୍ଲକ କାକୁଡ଼ିଆ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣା
/sambad/media/post_attachments/wp-content/uploads/2020/07/containment-area-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)