ଠିକା ଡାକ୍ତରଙ୍କ ବୟସ ସୀମା ୭୦ ବର୍ଷକୁ ବୃଦ୍ଧି

ଭୁବନେଶ୍ବର : ଠିକା ଡାକ୍ତରଙ୍କ ବୟସସୀମାକୁ ୭୦ବର୍ଷକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଠିକା ଡାକ୍ତରଙ୍କ ସର୍ବୋଚ୍ଚ ବୟସସୀମା ୬୮ ବର୍ଷ ଥିବା ବେଳେ ଏଥିରେ ବୃଦ୍ଧି କରାଯାଇଛି। ନିୟମିତ ପଦବିରେ ଡାକ୍ତର ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ୭୦ବର୍ଷ ଯାଏ ଠିକା ଡାକ୍ତରମାନେ କାର୍ଯ୍ୟ କରିପାରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର