ପେଟ୍ରୋଲିୟମ୍‌ ମନ୍ତ୍ରୀ ଭୁବନେଶ୍ୱରରେ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପ : ପାଇପ୍‌ ଯୋଗେ ଘରକୁ ଗଲା ରନ୍ଧନ ଗ୍ୟାସ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନାଲ୍‌କୋ ନଗରରେ ୨୫୫ଟି ଘରକୁ ପାଇପ୍‌ ଲାଇନ୍‌ ଯୋଗେ ରନ୍ଧନ ଗ୍ୟାସ୍‌ ଗଲା। ଶୁକ୍ରବାର କେନ୍ଦ୍ର ପେଟ୍ରେଲିୟମ୍‌ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପ ଯୋଜନା ଅନ୍ତର୍ଗତ ନିର୍ମିତ ହୋଇଥିବା ଏହି ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି। ଧାର୍ଯ୍ୟ ଲକ୍ଷ୍ୟର ୬ ମାସ ପୂର୍ବରୁ ଏହି ପ୍ରକଳ୍ପ ଲୋକାର୍ପିତ ହୋଇଛି। ଅନ୍ୟପକ୍ଷରେ କଟକରେ ଏଭଳି ପ୍ରକଳ୍ପ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର