ଓଡ଼ିଶାରେ ବି ବାୟୋମେଟ୍ରିକ୍‌ କଟକଣା

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ସରକାର ମଧ୍ୟ ସମସ୍ତ ସରକାରୀ ଅଫିସ୍‌ରେ ବାୟୋମେଟ୍ରିକ୍‌ ଉପସ୍ଥାନ ଉପରେ କଟକଣା ଜାରି କରିଛନ୍ତି। କରୋନା ଭାଇରସ୍‌ର ମୁକାବିଲା ଲାଗି ସରକାର ଆଜି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ସହିତ କରୋନା ଭୂତାଣୁରୁ ରକ୍ଷା ପାଇବା ଲାଗି ସତର୍କତା ଅଭିଯାନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର