ବଲାଙ୍ଗୀର: ବଲାଙ୍ଗୀର ସହର ଶାନ୍ତିପଡ଼ାଠାରେ ଏକ ଘରୋଇ ବସ୍ ଉପରେ ଅବକାରୀ ବିଭାଗ ଚଢ଼ଉ କରି ୨୩୦ ବୋତଲ କଫ୍ସିରପ୍ ଜବତ କରିଛି।
ଉକ୍ତ କଫ୍ସିରପ ଚାଲାଣ କରୁଥିବା ଅଭିଯୋଗରେ ଚୂଡ଼ାପାଲିର ରାଜେଶ ବେହରୋ ନାମକ ଜଣେ ଯୁବକଙ୍କୁ ଗିରଫ କରିଥିବା ଅବକାରୀ ବିଭାଗ ସୂଚନା ଦେଇଛି।

Join and get latest news updates delivered to you via WhatsApp