ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ହ୍ବାଟସ୍ଆପ୍ ଜରିଆରେ କୋଭିଡ୍ ସହାୟତା ପ୍ରଦାନ କରାଯାଉଛି। ତେବେ ଏହି କାର୍ଯ୍ୟକ୍ରମରେ କେତେକ ନୂତନ ସେବାର ବି ଆରମ୍ଭ କରାଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ହ୍ବାଟସ୍ଆପ୍ ଜରିଆରେ ପ୍ରଦାନ କରାଯାଉଥିବା କୋଭିଡ୍ ସହାୟତା କାର୍ଯ୍ୟକ୍ରମରେ କେତେକ ନୂତନ ସେବା ଆରମ୍ଭ କରାଯାଇଛି। ଏଥିରେ ଟୀକାକରଣ ସ୍ଲଟ୍ ବୁକିଂ ଏବଂ କୋଭିଡ୍ ସମ୍ବନ୍ଧୀୟ ବିଭିନ୍ନ ସୂଚନା ପାଇପାରିବେ। ହ୍ବାଟସ୍ଆପ୍ ନମ୍ବର: 9337929000ରେ ଅଥବା https://t.co/lQ7waxZdOn ଲିଙ୍କ୍ କରନ୍ତୁ। pic.twitter.com/xRa5GG0z2u
— I & PR Department, Odisha (@IPR_Odisha) June 1, 2021
ଏଥିରେ ଟିକାକରଣ ସ୍ଲଟ୍ ବୁକିଂ ଏବଂ କୋଭିଡ୍ ସମ୍ବନ୍ଧୀୟ ବିଭିନ୍ନ ସୂଚନା ଲୋକେ ସୁବିଧା ଓ ସହଜରେ ପାଇପାରିବେ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହ୍ବାଟସ୍ଆପ୍ ନମ୍ବରଟି ୯୩୩୭୯୨୯୦୦୦ ରହିଛି। ସେହିପରି ଏନେଇ ଅଧିକ ତଥ୍ୟ ପାଇଁ ଲୋକେ https://wa.me/ ୯୧୯୩୩୭୯୨୯୦୦୦ରେ ବି ଲିଙ୍କ୍ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/ad1.jpg)