କୋଭିଡ୍ ସହାୟତା କାର୍ଯ୍ୟକ୍ରମରେ ଆରମ୍ଭ ହେଲା କେତେକ ନୂଆ ସେବା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ହ୍ବାଟସ୍ଆପ୍ ଜରିଆରେ କୋଭିଡ୍ ସହାୟତା  ପ୍ରଦାନ କରାଯାଉଛି। ତେବେ ଏହି କାର୍ଯ୍ୟକ୍ରମରେ କେତେକ ନୂତନ ସେବାର ବି ଆରମ୍ଭ କରାଯାଇଛି।

 

ଏଥିରେ ଟିକାକରଣ ସ୍ଲଟ୍ ବୁକିଂ ଏବଂ କୋଭିଡ୍ ସମ୍ବନ୍ଧୀୟ ବିଭିନ୍ନ ସୂଚନା ଲୋକେ ସୁବିଧା ଓ ସହଜରେ ପାଇପାରିବେ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହ୍ବାଟସ୍ଆପ୍ ନମ୍ବରଟି ୯୩୩୭୯୨୯୦୦୦ ରହିଛି। ସେହିପରି ଏନେଇ ଅଧିକ ତଥ୍ୟ ପାଇଁ ଲୋକେ https://wa.me/ ୯୧୯୩୩୭୯୨୯୦୦୦ରେ ବି ଲିଙ୍କ୍ କରିପାରିବେ।

ସମ୍ବନ୍ଧିତ ଖବର