ବାରିପଦା : ମୟୂରଭଞ୍ଜରେ ପ୍ରତିଦିନ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଲଗାତର ଦିନ ପାଇଁ ଆଜି ଜିଲ୍ଲାରେ ପୁଣି ନୂଆ ୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୦ ସଂକ୍ରମିତଙ୍କ ମଧ୍ୟରୁ ୪ଜଣ କରୋନା ଯୋଦ୍ଧା ଏବଂ ୪ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଆଜିକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୩୨୭ରେ ପହଞ୍ଚିଥିବାବେଳେ ୨୨୦ ଜଣ ସୁସ୍ଥ ହେଲେଣି। ୧୦୫ଜଣ ସକ୍ରିୟ ଥିବା ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ମୃତ୍ୟୁ ସଂଖ୍ୟା ୨ ଥିବା ଜଣାପଡ଼ିଛି।
ମୟୂରଭଞ୍ଜରେ କମୁନି ଆକ୍ରାନ୍ତଙ୍କ ସଂଖ୍ୟା, ପୁଣି ୧୦ ପଜିଟିଭ୍ ଚିହ୍ନଟ
ସୁସ୍ଥ ହେଲେଣି ୨୨୦, ସକ୍ରିୟ ଅଛନ୍ତି ୧୦୫
/sambad/media/post_attachments/wp-content/uploads/2020/07/baripada-6-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)