ଭୁବନ : ଭୁବନ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ ମଙ୍ଗଳବାର ଠାରୁ ଆଂଟିଜେନ ଟେଷ୍ଟିଂ ଆରମ୍ଭ ହୋଇଥିବା ବେଳେ ଆଜି ପଂଚମ ଦିନରେ ମାତ୍ର ୩୨ ଜଣ ବ୍ୟକ୍ତି ଟେଷ୍ଟିଂ କରିଥିଲେ । ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ନାମ ପଂଜିକରଣ କରିଥିବା ବ୍ୟକ୍ତିମାନେ ଆସିପାରିନଥିଲେ । ଫଳରେ ମାତ୍ର ୩୨ ଜଣଙ୍କର ଟେଷ୍ଟିଂ ହୋଇଥିଲା । ଲ୍ୟାବ ଟେକ୍ନିସିଆନ ସୁଶାନ୍ତ କୁମାର ସାହୁ (କୋଭିଡ-୧୯) ସ୍ୱାବ ସଂଗ୍ରହ କରିଥିଲେ ।
ଭୁବନ ସିଏଚସି ରେ ପଂଚମ ଦିବସରେ ମାତ୍ର ୩୨ ଜଣ ଆଂଟିଜେନ ଟେଷ୍ଟିଂ କଲେ
/sambad/media/post_attachments/wp-content/uploads/2020/07/covid-19-antibody-testing.jpg)