ମନମୁଣ୍ଡା : ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳକୁ ଯୋଡୁଥିବା ୫୭ ନମ୍ବର ଜାତୀୟ ରାଜପଥ ତେଲ ନଦୀ ଉପରେ ଥିବା ବ୍ରିଜ୍ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବ୍ରିଜ୍ର ବିଭିନ୍ନ ସ୍ଥାନରେ ଗଭୀର ଗାତ ହୋଇଥିବା ଦେଖିବାକୁ ମିଳିଛି। ତେଣୁ ଯାତାୟାତ ସମୟରେ ଛୋଟ ବଡ଼ ଦୁର୍ଘଟଣାମାନ ହେଉଛି। ସଂପୃକ୍ତ ଏନ୍ଏଚ୍ ଅଧିକାରୀଙ୍କୁ ଅଭିଯୋଗ କରିଲେ ନାମକୁ ମାତ୍ର ପିଚୁ, ଚିପ୍ସ ଦେଇ ନିଜର ଦାୟିତ୍ୱ ସାରି ଦେଉଛନ୍ତି। କିନ୍ତୁ କିଛିଦିନ ମଧ୍ୟରେ ରାସ୍ତାଟି ପୁଣି ପୂର୍ବ ଅବସ୍ଥାକୁ ଫେରିଯାଉଛି। ତେଣୁ ଏହି ବ୍ରିଜ୍ର ସ୍ଥାୟୀ ମରାମତି କାର୍ଯ୍ୟ କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦୃଢ଼ ଦାବି କରାଯାଉଛି।
ବୌଦ୍ଧ : ତେଲନଦୀ ବ୍ରିଜ୍ରେ ଫାଟ
/sambad/media/post_attachments/wp-content/uploads/2021/01/telnai-bridge.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)