ପାଟଣାଗଡ଼ରେ କ୍ରାଇମବ୍ରାଞ୍ଚ ଟିମ୍‌ : ଛାନ୍‌ଭିନ୍‌ ଆରମ୍ଭ

ବଲାଙ୍ଗୀର/ପାଟଣାଗଡ଼ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍‌ ପାଟଣାଗଡ଼ ଥାନାରେ ପହଞ୍ଚିଛନ୍ତି। ସେଠାରେ ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା ପରେ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବେ। ରୀମାଙ୍କ ଗାଁ ଘଣ୍ଟାପଡ଼ା, ମୃତ ସୌମ୍ୟଶେଖରଙ୍କ ବାପା, ମା’ ଓ ଅନ୍ୟ ସଂପର୍କୀୟଙ୍କୁ ଡାକି ବି ପୁଣିଥରେ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର