ଭୁବନେଶ୍ୱର : ବିଧାନସଭା ସଚିବ ଦାଶରଥୀ ଶତପଥୀ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଡ୍ରାଇଭର୍ ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଗତକାଲି ତାଙ୍କ ବ୍ୟକ୍ତିଗତ ସଚିବ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସଚିବ ଶ୍ରୀ ଶତପଥୀ ଏବେ ଗୃହ ସଙ୍ଗରୋଧରେ ଅଛନ୍ତି। ସଚିବଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀମାନଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା ଓ ସବୁ ନେଗେଟିଭ୍ ଆସିଥିଲା।
ବିଧାନସଭା ସଚିବଙ୍କୁ କରୋନା
/sambad/media/post_attachments/wp-content/uploads/2021/12/corona-v.jpg)