ଝାରସୁଗୁଡ଼ା: ଝାରସୁଗୁଡ଼ାର ମନମୋହନ ଏମଇ ସ୍କୁଲ ପଡ଼ିଆରେ ନବ ଦାସଙ୍କ ଶେଷ ଦର୍ଶନ ଲାଗି ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ଭିଡ଼ ଲାଗି ରହିଛି।ସେଠାରେ ନବଙ୍କ କନ୍ୟା ଓ ପୁଅ ବି ଉପସ୍ଥିତ ଅଛନ୍ତି। ଏହାଛଡ଼ା ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଟୁକୁନି ସାହୁ, ନିରଂଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, କଟକ ମେୟର ସୁବାସ ସିଂହଙ୍କ ସମେତ ବିଜେଡିର ବହୁ ତୁଙ୍ଗ ନେତା ଉପସ୍ଥିତ ଥିବାର ଦେଖିବାକୁ ମିଳିଛି। ଏଠାରେ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ବି ଦେଖିବାକୁ ମିଳୁଛି।
/sambad/media/post_attachments/wp-content/uploads/2023/01/adcd63d3-50ef-40a5-982f-a2b0464b2e29-1024x484.jpg)
ଆଉ କିଛି ସମୟ ପରେ ଖେରୁଆଲରେ ନବ ଦାସଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/Last-Rites-of-Naba-Dash_Thumbnail.jpg)