ବେତନଟୀ : ଝାଡ଼ଖଣ୍ଡରୁ ଆସି ମୟୂରଭଞ୍ଜର ବେତନଟୀ ଅଞ୍ଚଳରେ ଖୋଲାମେଲାରେ ବୁଲୁଥିବା ହାତୀପଲ ସହ ସେଲ୍ଫି ଉଠାଇବା ଏକ ଆକର୍ଷଣରେ ପରିଣତ ହୋଇଛି। କେହିକେହି ବି ସେଲ୍ଫି ଉଠାଇଲା ବେଳେ ଦୁଃସାହସ କରିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି। ବନ ବିଭାଗ ଏବେ ଚିନ୍ତାରେ, ହାତୀପଲକୁ ଘଉଡ଼ାଇବେ ନା ଅମାନିଆଙ୍କୁ?
ହାତୀ ସହ ସେଲ୍ଫି ନେବାକୁ ଗହଳି
/sambad/media/post_attachments/wp-content/uploads/2021/12/elephant-mayurbhanj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)