ହାତୀ ସହ ସେଲ୍‌ଫି ନେବାକୁ ଗହଳି

ବେତନଟୀ : ଝାଡ଼ଖଣ୍ଡରୁ ଆସି ମୟୂରଭଞ୍ଜର ବେତନଟୀ ଅଞ୍ଚଳରେ ଖୋଲାମେଲାରେ ବୁଲୁଥିବା ହାତୀପଲ ସହ ସେଲ୍‌ଫି ଉଠାଇବା ଏକ ଆକର୍ଷଣରେ ପରିଣତ ହୋଇଛି। କେହିକେହି ବି ସେଲ୍‌ଫି ଉଠାଇଲା ବେଳେ ଦୁଃସାହସ କରିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି। ବନ ବିଭାଗ ଏବେ ଚିନ୍ତାରେ, ହାତୀପଲକୁ ଘଉଡ଼ାଇବେ ନା ଅମାନିଆଙ୍କୁ?

ସମ୍ବନ୍ଧିତ ଖବର