ରାୟଗଡ଼ା/ମୁନିଗୁଡା : ସିଆର୍ପିଏଫ୍ର ଓଡ଼ିଶା ସେକ୍ଟର ଆଇଜି ଭିତୁଲ କୁମାର ଆଜି ରାୟଗଡା ଜିଲ୍ଲାର ଗୁଡ଼ାରୀ ଓ ମୁନିଗୁଡ଼ା ଅଞ୍ଚଳ ପରିଦର୍ଶନ କରି ମାଓବାଦୀଙ୍କ ଗତିବିଧି ଉପରେ ସମୀକ୍ଷା କରିଥିବା ଜଣାପଡିଛି। ସିଆରପିଏଫ ଆଇଜି ଭିତୁଲ କୁମାର ଏବ˚ ରାୟଗଡ଼ା ଚତୁର୍ଥ ବାଟାଲିୟନ କମାଣ୍ଡାଣ୍ଟ ଯୋଗେନ୍ଦର କୁମାର ରାଜପୁତ ହେଲିକପ୍ଟଟରେ ପ୍ରଥମେ ଗୁଡ଼ାରୀ ସି-୪ କ୍ୟାମ୍ପରେ ପହଞ୍ଚିଥିଲେ। କ୍ୟାମ୍ପ ଦାୟିତ୍ବରେ ଥିବା ଡେପୁଟି କମାଣ୍ଡାଣ୍ଟ କୁଲଦୀପ ସି˚ହ ଆଇଜିଙ୍କୁ ମାଓବାଦୀଙ୍କ ଗତିବିଧି ସ˚ପର୍କରେ ସୂଚନା ଦେଇଥିଲେ।
ସିଆର୍ପିଏଫ୍ ଆଇଜିଙ୍କ ମାଓ ସମୀକ୍ଷା
/sambad/media/post_attachments/wp-content/uploads/2018/10/crpf-dg.jpg)