କଟକ ବ୍ଳକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ-୨୦୨୨

କ୍ର. ବ୍ଲକ୍‌, ମୋଟ ପଞ୍ଚାୟତ ସଂଖ୍ୟା, ବିଜୟୀ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ନାମ, ପ୍ରାପ୍ତ ଭୋଟ୍‌ ସଂଖ୍ୟା, କେଉଁ ଦଳର ସମର୍ଥିତ ପ୍ରାର୍ଥୀ

୧ ଆଠଗଡ଼, ୩୪, ମିନତୀ, ଆଚାର୍ଯ୍ୟ, ନିର୍ଦ୍ବନ୍ଦ୍ବ, ବିଜେଡି
୨ ତିଗିରିଆ, ୧୪, ସନ୍ଧ୍ୟାରାଣୀ ନାୟକ, ନିର୍ଦ୍ବନ୍ଦ୍ବ, ବିଜେଡି
୩ ବଡମ୍ବା, ୩୮, ରଘୁପତି ମହାନ୍ତି, ନିର୍ଦ୍ବନ୍ଦ୍ବ, ବିଜେଡି
୪ ନରସିଂହପୁର, ୩୭, ସସ୍ମିତା ଜେନା, ନିର୍ଦ୍ବନ୍ଦ୍ବ, ବିଜେଡି
୫ ବାରଙ୍ଗ, ୧୬, ସାବିତ୍ରୀ ଦଳାଇ, ନିର୍ଦ୍ବନ୍ଦ୍ବ, ବିଜେଡି
୬ କଟକ ସଦର,୨୩, ବିଷ୍ଣୁପ୍ରିୟା ରାଉତ, ନିର୍ଦ୍ବନ୍ଦ୍ବ, ବିଜେଡି
୭ ସାଲେପୁର, ୩୫, ରାମଚନ୍ଦ୍ର ଭୋଇ, ନିର୍ଦ୍ବନ୍ଦ୍ବ ,ବିଜେଡି
୮ କଣ୍ଟାପଡା, ୧୪, ଜିନା ଭୋଇ, ନିର୍ଦ୍ବନ୍ଦ୍ବ, ବିଜେପି
୯ ନିଆଳି, ୨୩, ଉମେଶ ଚନ୍ଦ୍ର ବେହେରା, ୧୩, ବିଜେଡି
୧୦ ମାହାଙ୍ଗା, ୩୭, ଦୀପା ମଲ୍ଲିକ, ୨୮, ବିଜେଡି
୧୧ ନିଶ୍ଚିନ୍ତକୋଇଲି, ୪୧, ରୋଜି ସେଠୀ, ୩୭, ବିଜେଡି
୧୨ ଟାଙ୍ଗୀ-ଚୌଦ୍ବାର, ୨୪, ମିନାକ୍ଷି ଦାସ, ନିର୍ଦ୍ବନ୍ଦ୍ବ, ବିଜେଡି
୧୩ ବାଙ୍କୀ, ୨୦, ପୁଷ୍ପଲତା ସାମନ୍ତ, ନିର୍ଦ୍ବନ୍ଦ୍ବ, ବିଜେଡି
୧୪ ବାଙ୍କୀ-ଡମପଡ଼ା, ୧୭, ପ୍ରଣବ କିଶୋର ପଟେଲ, ନିର୍ଦ୍ବନ୍ଦ୍ବ, ବିଜେଡି

ସମ୍ବନ୍ଧିତ ଖବର