ଭୁବନେଶ୍ବର : ‘ଫନି’ କ୍ଷୟକ୍ଷତି ରିପୋର୍ଟ ନେଇ ବର୍ତ୍ତମାନ ସର୍ଭେ ଚାଲିଛି। ଆସନ୍ତା ୨୨ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ସରକାରଙ୍କୁ ମିଳିଯିବ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ। ଶ୍ରୀ ସେଠୀ କହିଛନ୍ତି ଚଳିତ ମାସ ଶେଷଆଡ଼କୁ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ରକୁ ପଠାଯିବ। ପ୍ରକାଶଥାଉକି, ପ୍ରାଥମିକ ସ୍ତରରେ କ୍ଷୟକ୍ଷତି ଆକଳନ କରି ପ୍ରାୟ ୧୨ ହଜାର କୋଟି ଟଙ୍କାର ସହାୟତା ଦାବିକରି ରାଜ୍ୟ ସରକାର ଗତ ସପ୍ତାହରେ କେନ୍ଦ୍ରୀୟ ଟିମକୁ ପ୍ରଦାନ କରିଥିଲେ।
ମାସ ଶେଷ ଆଡ଼କୁ ‘ଫନି’ କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ରିପୋର୍ଟ: ଏସ୍ଆର୍ସି
/sambad/media/post_attachments/wp-content/uploads/2019/05/AKS_5755-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)