ଭୁବନେଶ୍ୱର: ରାଜ୍ୟ ସରକାର ଆଜି କର୍ମଚାରୀଙ୍କର ୪ ପ୍ରତିଶତ ଡ଼ିଏ ବୃଦ୍ଧି କରିଛନ୍ତି | ଏହାଦ୍ୱାରା ରାଜ୍ୟ ସରକାରୀ କର୍ମଚାରୀଙ୍କ ଡ଼ିଏ ୪୬ ପ୍ରତିଶତରୁ ବଢି ୫୦ ପ୍ରତିଶତ ହୋଇଥିବାବେଳେ ଏହି ଡ଼ିଏ ଜାନୁୟାରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ | ତେବେ ଏହି ବୃଦ୍ଧି ଉଭୟ କର୍ମଚାରୀ ଓ ପେନ୍ସନଧାରୀଙ୍କ ପାଇଁ ଲାଗୁ ହେବ | ଏହାଦ୍ୱାରା ୪.୫ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନ୍ସନଧାରୀ ଉପକୃତ ହେବେ |
Advertisment
Sambad is now on WhatsApp
Join and get latest news updates delivered to you via WhatsApp