କେତେ ନୂଆ କେନାଲ କାର୍ଯ୍ୟକ୍ଷମ ହୋଇଛି ତାହାର ତଥ୍ୟ ସଂଗ୍ରହ ଚାଲିଛି

ଭୁବନେଶ୍ବର : ବିଧାୟକ ସୌମ୍ୟରଜନ ପଟ୍ଟନାୟକଙ୍କ ପ୍ରଶ୍ନ ରହିଥିଲା ଗତ ୧୦ବର୍ଷରେ କେଉଁ ସେଚ ଡିଭିଜନ ଅଧୀନରେ କେତେ ବ୍ୟୟରେ କେତେ ଦୈର୍ଘ୍ୟର ନୂଆ କେନାଲ କାର୍ଯ୍ୟକ୍ଷମ କରାଯାଇଛି। ଏହାର ଉତ୍ତରରେ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ଏହାର ତଥ୍ୟ ସଂଗ୍ରହ କରାଯାଉଛି।

ସମ୍ବନ୍ଧିତ ଖବର