ବାରିପଦା: ଗଛରେ ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି। ଗୋଟିଏ ଦଉଡ଼ିରେ ଏପଟ ସେପଟରେ ଝୁଲୁଛନ୍ତି ଦୁଇଜଣ । ମୟୁରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ଥାନା ଧାନଷୋଳ ଅଞ୍ଚଳର ଘଟଣା।
ପ୍ରେମୀଯୁଗଳ ରସଗୋବିନ୍ଦପୁର ଥାନା ଦରଖୋଳି ଗ୍ରାମର ବାଉଳା ସିଂ ଓ ସୀମା ସିଂ ବୋଲି ଜଣାଯାଇଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ରାସଗୋବିନ୍ଦପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Rasgobindpur-P.S.-Mayurbhanj.jpg)