ପୁରୀ : ଆଜି ପୂର୍ବାହ୍ନରେ ପୁରୀ ବେଳାଭୂମିରେ ଏକ ଡଲଫିନ୍ର ମୃତ ଦେହ ଆସି ଲାଗିଥିଲା। ଲାଇଫଗାର୍ଡଙ୍କଠାରୁ ଖବର ପାଇ ବନ ବିଭାଗର ଅଧିକାରୀମାନେ ମୃତ ଡଲଫିନ୍ର ଶବକୁ ଜବତ କରିଥିଲେ। ବ୍ୟବଚ୍ଛେଦ ପରେ ଡଲଫିନ୍ର ମୃତ୍ୟୁ କାରଣ ଜଣାପଡ଼ିବ ବୋଲି ବାଲୁଖଣ୍ଡ ରେଞ୍ଜ ଅଫିସର ସରୋଜ ମହାନ୍ତି କହିଛନ୍ତି।
ବେଳାଭୂମିରେ ଡଲଫିନ୍ ଶବ
/sambad/media/post_attachments/wp-content/uploads/2018/05/dil.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)